ଷ୍ଟାର କ୍ଲଷ୍ଟରରୁ ଏମିତି ତିଆରି ହୁଏ ତାରା, ନାସା ସେୟାର କଲା ଅଦ୍ଭୁତ ମହାଜାଗତିକ ଦୃଶ୍ୟ, ନିଶ୍ଚୟ ଦେଖନ୍ତୁ
ବିଜ୍ଞାନ ଯୁଗରେ ସବୁବେଳେ କିଛି ନା କିଛି ନୂଆ ଘଟଣା ଘଟିଥାଏ। କେବଳ ପୃଥିବୀ ନୁହେଁ, ମହାକାଶରେ ମଧ୍ୟ ପ୍ରତିଦିନ ନୂଆ ନୂଆ ମହାଜାଗତିକ ଦୃଶ୍ୟ ହେଉଛି, ଯାହା ବିଷୟରେ ଆମେ ଜାଣିପାରୁନାହୁଁ। କିନ୍ତୁ ନାସା ଏବେ ମହାକାଶର ଏକ ଅଜଣା ଘଟଣା ବିଷୟରେ ସୂଚନା ଦେଇଛି। ନୂଆ ସୂଚନା ଦେବା ଅବସରରେ ନାସା…