ଆଞ୍ଜେଲିନା ଜଲିଙ୍କୁ କପି କରୁଥିବା ସୋସିଆଲ ମିଡ଼ିଆ ଷ୍ଟାର ହେଲେ କରୋନା ସଂକ୍ରମିତ, ଭେଣ୍ଟିଲେଟରରେ ରହି ଚାଲିଛି…
ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପଣ ନିଶ୍ଚିତ ଭାବେ ଆଞ୍ଜେଲିନା ଜଲିଙ୍କୁ କପି କରୁଥିବା ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାର ଦେଖିଥିବେ । ତେବେ ଏ ହେଉଛନ୍ତି ଇରାନର ଜଣେ ସୋସିଆଲ ମିଡ଼ିଆ ଷ୍ଟାର ଯିଏକି ଆଞ୍ଜେଲିନା ଜଲିଙ୍କ ପରି ଦେଖାଯିବାକୁ ଚେଷ୍ଟା କରି ସାରା ବିଶ୍ୱରେ ଆଲୋଚନାକୁ…