Browsing Tag

star plus

ସିଲଭର ସ୍କ୍ରିନରୁ ଦୂରେଇ ରହିଥିବା ରେଖା ଏବେ ଛୋଟ ପରଦାରେ ଆସିବେ ନଜର, ସେୟାର କଲେ ନିଜ ସିରିଏଲର ପ୍ରମୋ ଭିଡିଓ

ବଡ ପରଦାରେ ନିଜର ଯାଦୁ ଦେଖାଉଥିବା ଅଭିନେତ୍ରୀ ରେଖା ବର୍ତ୍ତମାନ ଟିଭିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଟିଭି ଶୋ 'ଗୁମ ହେ କିସୀ କେ ପ୍ୟାର୍ ମେ'ରୁ ଛୋଟ ପରଦାରେ ପାଦ ଥାପିବାକୁ ଯାଉଛନ୍ତି । ଏହି ଶୋ’ର ଏକ ପ୍ରୋମୋ ଭିଡିଓ ମଧ୍ୟ ରିଲିଜ୍ ହୋଇଛି । ଯେଉଁଥିରେ ରେଖା ବହୁତ ସୁନ୍ଦର…