Browsing Tag

start

ଆଜିଠୁ ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ: ଉଦ୍‌ଘାଟନୀ ଉତ୍ସବରେ ଜଲୱା ଦେଖାଇବେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟ୍ଟାନୀ

ଭୁବନେଶ୍ୱର (କେନ୍ୟୁଜ): ବ୍ରହ୍ମପୁରରେ ସିଲ୍‌କ ଫେଷ୍ଟ ଓ ରାଉରକେଲାରେ ଷ୍ଟିଲ୍‌ ଫେଷ୍ଟ ପରେ ଆଜିଠୁ ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ । ପ୍ରଦର୍ଶନୀ ପଡ଼ିଆରେ ଜମିବ ବଲିଉଡ୍‌, ଓଲିଉଡ୍‌ ସେଲିବ୍ରିଟିଙ୍କ ନାଚ ଗୀତର ଆସର । ଆଜି ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଅଭିନେତ୍ରୀ ଦିଶା ।…

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ମୂଲ୍ୟାୟନ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ। ରାଜ୍ୟର ୫୮ ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷାର୍ଥୀଙ୍କ ଖାତାର ମୂଲ୍ୟାୟନ କରିବେ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଏହି…

୧୨ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ନାମଲେଖା ପରେ UGC ଗାଇଡଲାଇନ୍‌ ମୁତାବକ ପାଠପଢା ଆରମ୍ଭ ହେବ। ଏପଟେ…

ଆଜିଠୁ ଆରମ୍ଭ ହୋଇଛି ଓଜେଇଇ କାଉନସେଲିଂ

ଭୁବନେଶ୍ବର:  ଆଜିଠୁ ଆରମ୍ଭ ହୋଇଛି ଓଜେଇଇ କାଉନସେଲିଂ। ଏମ୍‌.ଟେକ୍‌, ଏମ୍‌. ଆରକ୍‌, ଏମ୍‌. ପ୍ଲାନ ଓ ବି. ଫାର୍ମା ପାଠ୍ୟକ୍ରମ ପାଇଁ ଆରମ୍ଭ ହୋଇଛି କାଉନସେଲିଂ। ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌  www.ojee.nic.in କୁ ଯାଇ ନାମ ପଞ୍ଜୀକରଣ…