ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ମାସକ ଯାକ ରାଧା-ଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ପୁରୀ(କେନ୍ଯୁଜ୍) : ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ଏକ ମାସ ଧରି ସକାଳଧୂପରେ ବାଳଭୋଗ ନୀତି ହେବ। ମାସକ ଯାକ ରାଧା-ଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ପଞ୍ଚୁକ ପାଞ୍ଚ ଦିନ ୫ ପ୍ରକାର ବେଶରେ ମହାପ୍ରଭୂଙ୍କୁ ସଜ୍ଜିତ କରାଯିବ। ଶୃଙ୍ଖଳିତ ଦର୍ସନ ପାଇଁ ମନ୍ଦିର…