Browsing Tag

state

ରାଜ୍ୟରେ ଆହୁରି ୪ ଦିନ ହେବ କାଳବୈଶାଖି, ଆଜି ଝଡ଼ବର୍ଷା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରଭାବ । ଆହୁରି ୪ ଦିନ ପ୍ରଭାବ ଦେଖାଇବ । କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ଝଡ଼ବର୍ଷା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ କୁଆପଥର ମାଡ଼ ବି…

ଏହି ରାଜ୍ୟରେ କରୋନା ଆଣ୍ଟିଜେନ ଟେଷ୍ଟ ୫୦ ଓ RT-PCR ଟେଷ୍ଟ ୩୦୦, ସରକାର କମାଇଲେ ଟେଷ୍ଟିଙ୍ଗ ରେଟ

ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡ –୧୯ ବ୍ୟାପିବାରେ ଲାଗିଛି । ଏହା ପରେ ମଧ୍ୟ ସମସ୍ତ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ଯେହେତୁ ଏହାର ଲକ୍ଷଣ ବିଷୟରେ ଜଣା ପଡୁ ନଥିଲା ଆହା ଅଧିକ ମାତ୍ରାରେ…

PubG ବନେଇଦେଲା ଯୋଡି: PubG ଖେଳୁ ଖେଳୁ ହେଲା ପ୍ରେମ,ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ବଙ୍ଗାଳି ପୁଅ ଓ କର୍ଣ୍ଣାଟକ…

ରବ୍ ନେ ବନାଦି ଯୋଡ଼ି ଫିଲ୍ମ ବିଷୟରେ ତ ଆପଣ ନିଶ୍ଚିତ ଶୁଣିଥିବେ । କିଏ କାହାକୁ କେତେବେଳେ ପସନ୍ଦ ଆସିଯାଏ ତାହା ସେଇ ମଣିଷ ମଧ୍ଯ ଠିକ୍ ଭାବେ ଜାଣିନଥାଏ । ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ବର୍ତ୍ତମାନ ସବୁ କାମ ସହଜ ହୋଇଯାଉଛି ସୋସିଆଲ ମିଡ଼ିଆ ପାଇଁ। ପୁଣି ଏଇ…

ଆଜିଠୁ ବଦଳିବ ପାଗ, ପୁଣି ଫେରିବ ଶୀତ: ରାଜ୍ୟରେ ୧୬ରୁ ୧୮ ଯାଏ ପାଗ ଶୁଖିଲା ରହିବ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ବଦଳିବ ପାଗ । ରାଜ୍ୟରେ ବଢ଼ିବ ଶୀତ । ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ…

ରାଜ୍ୟରେ ଗତ ୨୪ ଘଣ୍ଟା ୪୮୮ କରୋନା ପଜିଟିଭ୍ ଚିହ୍ନଟ, ୪ମୃତ

ଭୁବନେଶ୍ୱର (କେନ୍ୟୁଜ): ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୪୮୮ ନୂଆ ପଜିଟିଭ୍ । ସେଥିମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୦୩ ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ରହିଛି । ଏଥିସହିତ ଏହି ସଂକ୍ରମିତଙ୍କ ଭିତରେ ୭୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ମଧ୍ୟ…