ବଳାତ୍କାରୀଙ୍କୁ ଚେତାବନୀ ହେଲେ ତେଲେଙ୍ଗାନାର ମନ୍ତ୍ରୀ, କହିଲେ ‘ଭୁଲ କଲେ ହେବ ଏନ୍କାଉଣ୍ଟର’
ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିବା ମାମଲାକୁ ନେଇ ରାଜନୀତି ଜୋର୍ ଧରିଛି। କେହି ଏହାକୁ ଠିକ୍ ହୋଇଥିବା କହୁଥିବା ବେଳେ ଆଉ କିଛି ରାଜନେତା ଏହି ଘଟଣାକୁ ପୋଲିସର ମନମୁଖି କାର୍ଯ୍ୟ ବୋଲି କହିଛି। ତେବେ ଏହି ଘଟଣାକୁ ଉଚିତ ବୋଲି କହି…