ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ
ବାଲେଶ୍ବର: ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତରାଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଏସବିଆଇ ୧୦ ତାରିଖ ଠାରୁ ବନ୍ଦ ଥିବା ବେଳେ ଆଜି ମଧ୍ୟାହ୍ନରେ ବ୍ୟାଙ୍କ ଶାଖା ପରିଚାଳକ କୌଣସି କାମରେ ବ୍ୟାଙ୍କକୁ…