Browsing Tag

state election commissioner

ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର : ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର ।  ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ ।  ତୋଶାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ବ ନେଲେ ।  ଏଣିକି ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ ।  ଆଦିତ୍ୟ ପାଢ଼ୀଙ୍କ ଅବସର ପରେ…

ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀ ହେଲେ ନୂଆ ରାଜ୍ୟ ନିର୍ବାଚନ କମିସନର

ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀ ହେଲେ ନୂଆ ରାଜ୍ୟ ନିର୍ବାଚନ କମିସନର । ରାଜ୍ୟ ସରକାର ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୭ରେ ହେବାକୁ ଅଛି ପଞ୍ଚାୟତ ନିର୍ବାଚନ । ତା ପୂର୍ବରୁ  ସରକାର ତାଙ୍କୁ ରାଜ୍ୟର ନୂଆ…

ନକଲି ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନଙ୍କ ସତର୍କବାଣୀ, ଧରା ପଡ଼ିଲେ ବନ୍ଧା ହେବେ

ଭୁବନେଶ୍ୱର(କେନ୍ୟୁଜ) : ନକଲି ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନ ଦେଇଛନ୍ତି ସତର୍କ ବାଣୀ । ନିର୍ବାଚନ ବେଳେ କେହି ନକଲି ଭୋଟର ଧରା ପଡ଼ିଲେ ତାଙ୍କୁ ପୋଲିସ ଜିମା ଦିଆଯିବ । ଯଦି ପ୍ରାର୍ଥୀମାନଙ୍କ ଏଜେଣ୍ଟ ଭୋଟରଙ୍କ ପରିଚୟ ଉପରେ ଆପତ୍ତି କରନ୍ତି ତେବେ ଏହାକୁ ଚ୍ୟାଲେଞ୍ଜ କରିପାରିବେ ।…

ଅପରାହ୍ନ ୧୨ଟା ୩୦ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌: ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌ । ଅପରାହ୍ନ ୧୨ଟା ୩୦ରେ ସାମ୍ବାଦିକ ସମ୍ମିଳନୀା ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା । କ’ଣ କୋହଳ ହେବ, ସେନେଇ ରାଜ୍ୟ ନିର୍ବାଚନ କମିଶନର ଦେବେ ସୂଚନା । ଗତ ୧୯ ତାରିଖରୁ ରାଜ୍ୟରେ ଲଗାତର ଦୈନିକ କରୋନା କେସ୍‌…

କେମିତି ହେବ ପଞ୍ଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ପରିଚାଳନା ରାଜ୍ୟ ନିର୍ବାଚନ କମିଶରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନେଇ ବୈଠକରେ ଆଲୋଚନା ହେଉଛି ।…