Browsing Tag

state govt

ବଢ଼ିଲା ଗଣଶିକ୍ଷକଙ୍କ ଦରମା, ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବଢ଼ିଲା ଗଣଶିକ୍ଷକଙ୍କ ଦରମା । ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି । ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ। OTET ପାସ୍ କରିନ…

ପ୍ରଥମ ଥର ପାଇଁ ଆସନ୍ତା ୧ରୁ ବାଘ ଗଣିବେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟରେ ବାଘ ଗଣନା କରାଯିବ । ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଘ ଗଣନା ଆରମ୍ଭ ଆରମ୍ଭ ହେବ । ଏହି ଗଣନା ସରିବା ପରେ ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । ରାଜ୍ୟରେ ୨୦ଟି ବାଘ ରହିଥିବା କେନ୍ଦ୍ର…

ପାଦ କଟିଯିବା ପରେ ବୋତଲ ଓ ଟାୟାରକୁ ଗୋଡରେ ବାନ୍ଧି ଚାଲି ଚାଲି ଯାଉଛନ୍ତି, ସରକାରୀ ସାହାଯ୍ୟ ଅପେକ୍ଷାରେ ଏବେ…

ଦିବ୍ୟାଙ୍ଗ ହେଲେ କେତେଯେ ସ୍ୱପ୍ନ କୁ ମାରିବାକୁ ପଡେ, ତାହାର କେହି କଳ୍ପନା ବି କାରପାରିବେ ନାହିଁ । ଆଉ ଏଭଳି ଲୋକଙ୍କ ପାଇଁ ସରକାର କେତେ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ପ୍ରକୃତ ଦିବ୍ୟାଙ୍ଗ ଲୋକଙ୍କ ପାଖରେ ତାହା ପହଞ୍ଚି ପାରୁ ନାହିଁ। ସେ ହେଉଛି ବଡ ଦୁଃଖର କଥା । ଦିବ୍ୟାଙ୍ଗ…

କୋଭିଡ୍ ପାଇଁ ହାଇ ଆଲର୍ଟରେ ରାଜ୍ୟ ସରକାର, କାଲି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ୟୁଜ୍(ବ୍ୟୁରୋ):  ଚୀନରେ ଅଣାୟତ୍ତ କୋଭିଡ଼। ଭୟଙ୍କର ପରିସ୍ଥିତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ ପାଇଁ ଆଲର୍ଟରେ ରାଜ୍ୟ ସରକାର । ଆସନ୍ତାକାଲି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସରକାର କିଛି ବଡ଼ ନିଷ୍ପତି ନେଇପାରନ୍ତି । ଅନ୍ୟପଟେ ଚୀନ ଭାରିଆଣ୍ଟକୁ…

ଓଡିଶା ପୋଲିସରେ ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରଥମଥର ପାଇଁ ଆବେଦନ କରିବେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ୱର (କେନ୍ୟୁଜ) : କିନ୍ନରଙ୍କ ପାଇଁ ରାଜ୍ୟସରକାରଙ୍କ ବଡ ଘୋଷଣା। କିନ୍ନରଙ୍କୁ ମିଳିବ ସବ ଇନସ୍ପେକ୍ଟର ପଦବୀରେ ନିଯୁକ୍ତି । ଏଥିପାଇଁ କିନ୍ନରମାନେ ଆବେଦନ କରିବାକୁ ଯୋଗ୍ୟ ବୋଲି କୁହାଯାଇଛି। କନେଷ୍ଟବଳ ପଦବୀରେ ମଧ୍ୟ କିନ୍ନରଙ୍କୁ ନିଯୁକ୍ତି ମିଳିବ । ପ୍ରଥମଥର ପାଇଁ ଆବେଦନ କରିବେ…

ବଦଳିଲା ଆପାର୍ଟମେଣ୍ଟ ନିର୍ମାଣ ନିୟମ, ୮ ରୁ ଅଧିକ ଗୃହଥିବା ଅଟ୍ଟାଳିକାକୁ ମିଳିବ ଆପାର୍ଟମେଣ୍ଟ ମାନ୍ୟତା

କେନ୍ଯୁଜ୍: ବଦଳିଲା ଆପାର୍ଟମେଣ୍ଟ ନିର୍ମାଣ ନିୟମ । ଆସିିଲା ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ, ଯୋଜନା ଏବଂ ନିର୍ମାଣ ମାନକ ନିୟମ - ୨୦୨୦ । ସୂଚନା ମୁତାବକ କୋଠାବାଡ଼ି ନିର୍ମାଣ ପାଇଁ ନିୟମ କୋହଳ ହୋଇଛି । ୮ ରୁ ଅଧିକ ଗୃହଥିବା ଅଟ୍ଟାଳିକାକୁ ମିଳିବ ଆପାର୍ଟମେଣ୍ଟ ମାନ୍ୟତା । ପ୍ଲଟ୍‌ ସାଇଜର…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ରାଜ୍ୟରେ କାର୍ୟ୍ୟକାରୀ ହେବ ନୂଆ ଖାଦ୍ୟ ସୁରକ୍ଷା ଆଇନ

ଭୁବନେଶ୍ବର: ରାଜ୍ୟରେ କାର୍ୟ୍ୟକାରୀ ହେବ ନୂଆ ଖାଦ୍ୟ ସୁରକ୍ଷା ଆଇନ। ଅକ୍ଟୋବର ୨ ତାରିଖରୁ ଏହା ଲାଗୁ ହେବ। ହିତାଧିକାରୀଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ। ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ରାଜ୍ୟର ନିଜସ୍ୱ…