Browsing Tag

state news

ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରାଥମିକତା, ଘୋଷଯାତ୍ରା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ  

ପୁରୀ: ପବିତ୍ର ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସମ୍ଭାବ୍ୟ ଲଗାତାର ବର୍ଷା ଓ ଜଳବନ୍ଦୀ ସମସ୍ୟାର ସଫଳ ପରିଚାଳନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଗିରଫ ଆଶଙ୍କାରେ ହାଇକୋର୍ଟ ଗଲେ ଦୁଇ ପ୍ରିଣ୍ଟର

କଟକ: ପାଠ୍ୟପୁସ୍ତକ ତ୍ରୁଟି ମାମଲାକୁ ନେଇ ଆସିଛି ବଡ଼ ଖବର । ସ୍କୁଲ ପାଠ୍ୟପୁସ୍ତକ ମୁଦ୍ରଣରେ ହୋଇଥିବା ଅନିୟମିତତା ମାମଲାରେ ରାଜ୍ୟ ଅପରାଧ ଶାଖା (କ୍ରାଇମବ୍ରାଞ୍ଚ) ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିବାର ଦିନକ ପରେ ଏହି ମାମଲାରେ ସମ୍ପୃକ୍ତ ବେସରକାରି…

ପ୍ରବଳ ବର୍ଷାରେ ଉପୁଡ଼ିଲା ବିଶାଳ ଗଛ, ରାଜପଥରେ ଯାତାୟାତ ଠପ୍

ବ୍ରହ୍ମଗିରି: ପୁରୀ ସାତପଡ଼ା 316 ନମ୍ବର ଜାତୀୟ ରାଜପଥ ଉପରେ ବିଶାଳ ଗଛ ପଡି ରାସ୍ତା ଅବରୋଧ । ବ୍ରହ୍ମଗିରି  ରେବେଣା ନୂଆଗାଁ ମେଡିକାଲ ନିକଟ ରାଜ ରାସ୍ତାରେ ପଡିଛି ଗଛ । ପ୍ରବଳ ବର୍ଷା ଯୋଗୁଁ ମାଟିଖାଇ ରାସ୍ତା ଉପରେ ପଡି ଯାଇଛି ଗଛ । ରଥ ଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତ ଅସୁବିଧାର…

ଆଜି ପବିତ୍ର ଘୋଷଯାତ୍ରା, ରଥରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଚାହିଁରହିଛନ୍ତି ଭକ୍ତ

ଭୁବନେଶ୍ବର: ରଥଯାତ୍ରା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଏବଂ ପବିତ୍ର ପର୍ବ । ଏହି ପର୍ବ ପ୍ରତିବର୍ଷ ପୁରୀରେ ବହୁତ ଆନନ୍ଦ ଓ ଭକ୍ତିର ସହିତ ପାଳନ କରାଯାଏ । ଏହି ଦିନ ଭଗବାନ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ତିନୋଟି ସୁନ୍ଦର ରଥରେ ବସି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ…

କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ଏକ ସାଙ୍ଗରେ ୨୭…

ମହିଳା ଏବଂ କିଶୋରୀମାନଙ୍କ ଋତୁସ୍ରାବ ସ୍ୱଚ୍ଛତା ଉପରେ ବେଦାନ୍ତର ବଡ଼ ପଦକ୍ଷେପ

ଭୁବନେଶ୍ୱର: ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ୍ରାବ ଜୀବନର ଏକ ସ୍ୱାଭାବିକ ଅଂଶ ହୋଇଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁଠାରୁ କମ୍ ଆଲୋଚିତ ଦିଗ ମଧ୍ୟରୁ ଗୋଟିଏ ହୋଇ ରହିଛି । ଏ ନେଇ ହେଉଥିବା ଆଲୋଚନାରେ କଳଙ୍କ, ଭୁଲ ସୂଚନା ଆଦି ରହି ଅସ୍ବଶ୍ତିକର ସୃଷ୍ଟି କରୁଥିବାରୁ…

କାଲି ଦାନା ବାନ୍ଧିବ ଲଘୁଚାପ, ୧୭ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: କାଲି ଲଘୁଚାପ । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ପଶ୍ଚିମ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।…

ରାଜଧାନୀରେ ମର୍ସିଡିଜ ହରର ଘଟଣା, ଗିରଫ ହେଲା କିଲର ଡ୍ରାଇଭର

ଭୁବନେଶ୍ବର: ରାଜଧାନୀର ଶାସ୍ତ୍ରୀନଗର ଛକରେ ମର୍ସିଡିଜ ହରର ଘଟଣାରେ କିଲର ଡ୍ରାଇଭର ସୌମ୍ୟରଞ୍ଜନ ରଥ ଗିରଫ । ମଦ୍ୟପାନ କରି ମର୍ସଡିଜ ଚଢ଼ାଇ ଦେଇଥିଲା ଅଭିଯୁକ୍ତ ସୌମ୍ୟରଂଜନ । ସୌମ୍ୟରଞ୍ଜନ ଜଣେ ଆଇନ ଛାତ୍ର, ଦୁର୍ଘଟଣା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରି ବ୍ୟାଙ୍କ ମ୍ୟାନେଜର ଆହତ

ବାଲେଶ୍ଵର: ବାଲେଶ୍ଵର ସଦର ଥାନା ରସାଳପୁର ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲୁଟ୍ । ଆଜି ଅପରାହ୍ନରେ ୪ ଜଣ ଲୁଟେରା ବ୍ୟାଙ୍କ୍ ଭିତରକୁ ବନ୍ଧୁକ ଧରି ପ୍ରଵେଶ କରିଥିଲେ । ବ୍ୟାଙ୍କ ଭିତରେ ଆତଙ୍କ ରଚିବା ସହ ବ୍ୟାଙ୍କରୁ ଲୁଟ୍ ନେଇଛନ୍ତି ଲକ୍ଷାଧିକ ଟଙ୍କା । ମୋଟ ୬ ଜଣ ଲୁଟେରା ୩ ଟି…

ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟର ସଚେତନତା ଶିବିର

ବାଲିଅନ୍ତା: ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁସଂଗଠିତ ଭାବେ ପାଳନ କରିବା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ମଙ୍ଗଳବର ଦିନ ସକାଳ ୯ ଟା ସମୟରେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ଯୁବ ଶକ୍ତି ଟ୍ରଷ୍ଟର…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ମାମଲା, ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ରାଜକୋଷକୁ୧୭୫ କୋଟିର ଚୂନ! । ବିନା ଯାଞ୍ଚରେ ଛାପିଦେଲେ ଭୁଲ୍ ବହି । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଓଡ଼ିଶା ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ଆଜି ଏକ ବଡ଼…

ପଶ୍ଚିମବଙ୍ଗରୁ ଆସି ଚଳାଉଥିଲେ ଲୁଟ୍‌, କମିଶନରେଟ ପୋଲିସ କବଜାରେ ସମ୍ପୂର୍ଣ୍ଣ ଗ୍ୟାଙ୍ଗ

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଆସି ଲୁଟୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରରେଟ ପୋଲିସ । ସାଧାରଣତଃ ଯେତେବେଳେ ଯାତ୍ରୀ ବସରେ ଚଢନ୍ତି ସେଇ ସମୟରେ ଟାର୍ଗେଟ କରନ୍ତି ଲୁଟେରା । ଲୁଟେରା ଗ୍ୟାଙ୍ଗଠାରୁ ୫୦ରୁ ଅଧିକ ମୋବାଇଲ ସହିତ ବହୁ ଜିନିଷ ଜବତ କରାଯାଇଛି । ଏହି ଲୁଟେରାମାନେ…