Browsing Tag

state tournament

ବିରାଶାଳ ଗାଁରେ ଜାତୀୟ ସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ (କେନ୍ଯୁଜ୍) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଗାଁରେ ଚାଲିଛି ଜାତୀୟ ସ୍ତରୀୟ ମାଆ ମଙ୍ଗଳା ଚାମ୍ପିୟନ୍‌ ଟ୍ରଫି-୨୦୧୮। ଆଜି କଟକ ଓ ଯାଜପୁର ଗୋଲକୁଣ୍ଡା ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ବେଳେ କଟକ ଟିମ୍‌ ବିଜୟୀ ହୋଇଛି। ପ୍ରଥମେ କଟକ…