Browsing Tag

state women commission

ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲେ ମହିଳା କମିଶନ। ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ପୂର୍ବରୁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ…

୨୯ ତାରିଖରେ ମହିଳା କମିଶନଙ୍କ ନିକଟରେ ହାଜିର ହେବା ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍

କେନ୍ୟୁଜ୍(ବ୍ୟୁରୋ):  ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ । ଅନୁଭବ ଓ ତାଙ୍କ ବାପା, ମା’ଙ୍କୁ ହାଜର ହେବାକୁ ନୋଟିସ କରାଯାଇଛି । ଆସନ୍ତା ୨୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି ।…

ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚାଲିଛି ଖୋଳତାଡ, ଦୁଷ୍ମର୍ମ ପୀଡିତାଙ୍କୁ ଭେଟିଲେ ମହିଳା କମିଶନ…

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚାଲିଛି ଖୋଳତାଡ। ତଦନ୍ତ ପାଇଁ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ବୁର୍ଲା ମେଡିକାଲ ଯାଇ ପୀଡିତାଙ୍କୁ ଭେଟିବା ସହ ଦୁଷ୍ମର୍ମ ଘଟିଥିବା ସ୍ଥାନ ଓ ଅଇଁଠାପାଲି ଥାନା ପରିଦର୍ଶନ କରିଛନ୍ତି । ସେପଟେ ପୀଡ଼ିତାଙ୍କ…

ସରକାରୀ ନିଗମ ଓ ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା, ମିନତୀ ବେହେରା ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର (କେନ୍ଯୁଜ୍) : ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ନିଗମ ଓ ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବହୁ ଦିନରୁ ଖାଲପଡ଼ିଥିବା ମହିଳା କମିସନଙ୍କ ଅଧ୍ୟକ୍ଷା ଭାବେ ମୀନତି ବେହେରାଙ୍କୁ ନିଯୁକ୍ତି ମିଳିଛି। ସେହିପରି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ…