Browsing Tag

statue of Maa Durga

ଇଞ୍ଜେକସନରେ ‘କରୋନାସୁର’କୁ ବଧ କରୁଛନ୍ତି ମା’ ଦୁର୍ଗା, ଶଶୀ ଥରୁର ବି ସେୟାର କଲେ ଫଟୋ

କରୋନା ମହାମାରୀ ଭିତରେ ବି ଏଥର ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି। କରୋନାର ଭୟ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ କମିନାହିଁ। ଏବେ ସୋସିଆଲ ମିଡିଆରେ ଦୁର୍ଗା ପ୍ରତିମାର ଅନେକ ଫଟୋ ଖୁବ ଭାଇରଲ ହେବାରେ ଲାଗିଛି। ଏହି ସବୁ ଫଟୋରେ କରୋନାର କିଛି ଛାପ ଦେଖିବାକୁ ମିଳିଛି। ଫେସବୁକ ୟୁଜର Nittya…