Browsing Tag

statue of Pandit Tikeshwar Guru

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ, ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ବଲାଙ୍ଗୀର : ବିଶିଷ୍ଟ ଶିକ୍ଷାବିତ୍, ସ୍ୱନାମଧନ୍ୟ ଜ୍ୟୋତିଷ ତଥା ସମାଜସେବୀ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଜନ୍ମସ୍ଥାନ, ବଲାଙ୍ଗୀର ଜ଼ିଲ୍ଲାର ଲୋଇସିଂହା ତହସିଲ ଅଧୀନସ୍ଥ ସିଙ୍ଘାଣିମୁଣ୍ଡା ଗ୍ରାମରେ ଅନାବରଣ ହୋଇଯାଇଛି । ଶ୍ରୀ ଗୁରୁ ନିଜ ପ୍ରଚେଷ୍ଟାରେ ପଶ୍ଚିମ…