Browsing Tag

statue theft

ଖୋର୍ଦ୍ଧା: ଐତିହାସିକ ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରୀ ଘଟଣାର ପର୍ଦ୍ଦଫାସ୍, ଧରା ହେଲେ ୪ ଆନ୍ତଃରାଜ୍ୟ…

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଐତିହାସିକ ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରୀ ଘଟଣାର ପାର୍ଦ୍ଦାଫାସ୍ । ଧରା ହେଲେ ୪ ଆନ୍ତଃରାଜ୍ୟ ମୂର୍ତ୍ତି ଚୋରି ରାକଟେ। ସେମାନଙ୍କ ନିକଟରୁ ୯ଟି ଦେବାଦେବୀଙ୍କ ମୂର୍ତ୍ତି ଜବତ କରିବା ସହ ଚାରୋଟି ତରଳା ଯାଇଥିବା ମୂର୍ତ୍ତି…