World Smile Day : ଖୁସି ରୁହନ୍ତୁ, ଛୁଇଁପାରିବନି ଅନେକ ରୋଗ
ପ୍ରତ୍ୟେକ ମଣିଷ ନିଜ ଜୀବନର ସବୁ ଦୁଃଖ କଷ୍ଟ ଭୁଲି ଖୁସିରେ ରହିବାକୁ ଚାହେଁ। ଜୀବନରେ ଖୁସି ରହିବା ବହୁତ ଜରୁରୀ। କିନ୍ତୁ ଅନେକ ଥର ଜୀବନରେ ଏପରି କିଛି ପରିସ୍ଥିତି ଆସିଥାଏ ଯେଉଁଠି ଆପଣ ନ ଚାହିଁ ମଧ୍ୟ ଜବରଦସ୍ତି ଖୁସି ହୋଇଥାନ୍ତି। କିନ୍ତୁ ଏହି ଖୁସି ଆମକୁ ଆଗକୁ ଯିବାକୁ ସାହସ ଯୋଗାଇଥାଏ।…