ଜିମ ନ ଯାଇବି ଘରେ ରୁହନ୍ତୁ ଫିଟ, କେବଳ ଆପଣାନ୍ତୁ ଏହିସବୁ ଟିପ୍ସ
ଏକ ସୁସ୍ଥ ଜୀବନ ପାଇଁ ଖାଦ୍ୟ ଏବଂ ବ୍ୟାୟାମର ବିଶେଷ ଆବଶ୍ୟକତା ରହିଥାଏ । ଆମ ମଧ୍ୟରୁ ଅଧିକାଂଶ ଲୋକ ଜିମ୍ ଯାଇ ନିଜକୁ ଫିଟ୍ ରଖିବାକୁ ପସନ୍ଦ କରନ୍ତି, କିନ୍ତୁ ଯଦି ଆପଣ ଜିମ୍ ଯିବାକୁ ପସନ୍ଦ କରନ୍ତି ନାହିଁ ଏବଂ ଘରେ ରହିବା ସମୟରେ ଫିଟ୍ ରହିବାକୁ ଚାହାଁନ୍ତି, ତେବେ କିଛି ଜିନିଷ ଅଛି…