ଦିନ ତମାମ ଖୁସି ରହିବା ପାଇଁ ଚାହୁଁଛନ୍ତି କି, ତେବେ ଆପଣାନ୍ତୁ ଏହି ଟ୍ରିକ
ଆପଣଙ୍କ ମନ ଦିନସାରା କେମିତି ରହୁଛି ତାର ସିଧାସଳଖ ସମ୍ବନ୍ଧ ଆପଣଙ୍କ ଖାଦ୍ୟପେୟ ସହ ରହିଛି । ଯଦି ଆପଣ ସକାଳୁ ଉଠି ଭାବୁଛନ୍ତି କି ଆଜି ଦିନଟି କେମିତି କଟିବ ବୋଲି ତେବେ ଏହାର ଉତ୍ତର ଆପଣଙ୍କୁ ଘରେ ଗଛିତ ଥିବା ବା ଫ୍ରିଜରେ ଥିବା ଖାଦ୍ୟରୁ ହିଁ ମିଳିଯାଇ ପାରିବ । ଦିନ ସାରା ଯେମିତି ଚୟନ…