Browsing Tag

stay healthy during lockdown

ଲକଡାଉନ ଯୋଗୁ ଜୀବନ ବନ୍ଦୀ ଭଳି ଲାଗୁଛି କି! ସୀମିତ ସ୍ଥାନରେ ରହିବା ଉପାୟ କହିଲେ ମହାକାଶଚାରୀ

କରୋନା ଭାଇରସ ଯୋଗୁ ଏବେ ସାରା ବିଶ୍ୱ ଚିନ୍ତିତ। ଏହି ଭାଇରସ କବଳରୁ ନିଜକୁ ରକ୍ଷା କରିବା ପାଇଁ କେବଳ ମାତ୍ର ଗୋଟିଏ ବାଟ ହେଉଛି ସାମାଜିକ ଦୂରତା। ପରସ୍ପରଠାରୁ ଦୂରରେ ରହିଲେ ହିଁ କରୋନା ବ୍ୟାପିବ ନାହିଁ। ତେଣୁ ବର୍ତ୍ତମାନ ଭାରତର ସମସ୍ତ ରାଜ୍ୟକୁ ଲକଡାଉନ କରିଦିଆଯାଇଛି। ଲୋକମାନଙ୍କୁ ଘରେ…