ଅନ୍ୟ କାହା ଚାର୍ଜର ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍, ଚୋରି ହୋଇପାରେ ବ୍ୟକ୍ତିଗତ ତଥ୍ୟ
ପ୍ରାୟତଃ ଆମେ ରେଳ ଷ୍ଟେସନ୍, ଏୟାରପୋର୍ଟ ବା ହୋଟେଲରେ ନିଜ ମୋବାଇଲ୍ କିମ୍ବା ଟ୍ୟାବ୍ ଆଦିକୁ ସେଠାରେ ଲାଗିଥିବା ଚାର୍ଜରରେ ଚାର୍ଜ କରିଥାଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେଠାରେ ଫୋନ୍ ଚାର୍ଜ ହେବା ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବ କିମ୍ବା ମୋବାଇଲ୍ରେ…