ଦୁନିଆର ଅଜବ ଚୋରି : ଏଟିଏମକୁ ଜେସିବିରେ ଉଠାଇ ନେଲେ ଚୋର, ଭିଡିଓ ଦେଖି ମୁଣ୍ଡ ହୋଇଯିବ ଗୋଲ
ଆଜି ପର୍ଯ୍ୟନ୍ତ ଆପଣମାନେ ବହୁତ ଚୋରି ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଚୋରି ବିଷୟରେ କହିବାକୁ ଯାଉଛୁ ଯାହକୁ ଜାଣିଲା ପରେ ଆପଣଙ୍କ ଆଖି ଖୋଲା ହିଁ ରହିବ। ଚୋର ଚୋରି କରିବା ପାଇଁ ଜେସିବି ନେଇ ପୂରା ଏଟିଏମ ମେସିନକୁ ହିଁ ଉଠାଇ ନେଲେ । ଆପଣଙ୍କୁ…