କ୍ରେନ୍ ଲଗାଇ ଦିନ ଦ୍ବିପ୍ରହରରେ କାର୍ ଚୋରି କରୁଥିଲା ଏହି ଗ୍ୟାଙ୍ଗ, ସତ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲା ପୋଲିସ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କାର ଚୋରୀ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଏହି ଗ୍ୟାଙ୍ଗ କ୍ରେନ୍ ସାହାର୍ଯ୍ୟରେ ଦିନ ଦ୍ବିପ୍ରହରରେ ଏପରି ଭାବେ କାର ଉଠାଇ ନେଇଥାନ୍ତି ଯେପରି ଅବୈଧ୍ୟ ପାର୍କିଙ୍ଗରେ ଲାଗିଥିବା କାରକୁ ଉଠାଇ ନିଆଯାଇଥାଏ । ଏହି ଗ୍ୟାଙ୍ଗ ୧୦୦ରୁ ଅଧିକ କାର୍…