ମୁମ୍ବାଇର ଡୋଗରି ବଜାରରେ କେମିତି ଚୋରି ହୋଇଥିଲା ୧୬୮ କିଲୋ ପିଆଜ, ଦେଖନ୍ତୁ ଏହି ସିସିଟିଭି ଫୁଟେଜ୍
ମୁମ୍ବାଇ: ଏବେ ସାରା ଦେଶରେ ହୁହୁ ହୋଇ ବଢି ଚାଲିଛି ପିଆଜ ଦର । ଆମିଷ ଖାଇବା ଲୋକେ ମଧ୍ୟ ନିରାମିଷ ଭୋଜନ କରିବାକୁ ବାଧ୍ୟ ହେଉଛନ୍ତି । ପିଆଜ ଦର ସବୁ ରେକର୍ଡ ପାର କରିଥିବାବେଳେ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏବେ ବିଭିନ୍ନ…