Browsing Tag

stealing paddy

ଧାନ ଚୋରି କରି ଟ୍ରକରେ ଭର୍ତ୍ତି କଲାବେଳେ କାବୁ କଲେ ଗ୍ରାମବାସୀ, ୮ ଅଭିଯୁକ୍ତ ଗିରଫ

ବରଗଡ଼: ୮ ଧାନ ଚୋର ଗିରଫ ।  ରାତିରେ ଧାନ ଚୋରି କରି ନେଉଥିବା ବେଳେ କାବୁ କଲେ ଗ୍ରାମବାସୀ । ବରଗଡ଼ ଜିଲ୍ଲା ଅତାବିରା ଥାନା ଗୌଡଟିକ୍ରା ଓ ସହରାଟିକ୍ରା ଗାଁର ଘଟଣା । ଗାଁର ଜଣେ ଚାଷୀ ଖଳାରେ ଧାନ ଶୁଖାଇ ମଣ୍ଡିକୁ ନେବା ପାଇଁ ବସ୍ତାରେ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ କିଛି ଚୋର ଧାନ…