ଟ୍ରକ ଚୋରି ର୍ୟାକେଟ୍ର ୮ ଅଭିଯୁକ୍ତ ଗିରଫ, ଟ୍ରକର ଯନ୍ତ୍ରାଂଶ ସହ ଚୋରି ଟ୍ରକ ଜବତ
ଯାଜପୁର(କେନ୍ୟୁଜ) : ଟ୍ରକ ଚୋରି ଘଟଣାରେ ସଂପୃକ୍ତ ୮ ଅଭିଯୁକ୍ତ ଗିରଫ। ଚୋରି ହୋଇଥିବା ଏକ ୧୦ ଚକିଆ ଟ୍ରକ, କଟାଯାଇଥିବା ଟ୍ରକର ବିଭିନ୍ନ ଯନ୍ତ୍ରାଂଶ , ଚୋରିରେ ବ୍ୟବହୃତ ଗୋଟିଏ କାର୍, ଗୋଟିଏ ବାଇକ୍ ଜବତ ହୋଇଛି । ତାସହ ୨ ଲକ୍ଷ ୩ ହଜାର ଟଙ୍କା ଓ ୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।…