ପୂଜା ଅବସରରେ ଘରେ ପ୍ରସ୍ତୁତ କରନ୍ତୁ; ବୁଟଡାଲି ପୁର ଦିଆ ସିଝା ମଣ୍ଡା ପିଠା
ବୁଟଡାଲି ପୁର ଦିଆ ସିଝା ମଣ୍ଡା ପିଠା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି? ଏହା ଯେମିତି ସ୍ବାଦିଷ୍ଟ ତିଆରି କରିବା ସେତିକି ସହଜ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ:
ଅରୁଆ ଚାଉଳ
ବୁଟଡାଲି
ପାଣି
ଗୁଜୁରାତି ଗୁଣ୍ଡ
ଚିନି
ଲୁଣ
ନଡିଆ
ଛେନା…