Browsing Tag

step mother

ଘରୋଇ ହିଂସା, ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଲା ସାବତ ମା’

ଘରୋଇ ହିଂସାର କୁପରିଣତି । ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’ । ଘରୋଇ ହିଂସାରେ ଘଟିଲା ଏଭଳି ଅଘଟଣ । ଜଣେ ସାବତ ମା’ ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଛି । ପୁଅର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ତେବେ ଘରୋଇ କଳି କାହା ଘରେ ବା ନହୁଏ…

ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା କଲା ମା‘, ପିଟିପଟି ମାରି ଦେଇଥିବା ଅଭିଯୋଗ

ନୟାଗଡ଼(କେନ୍ୟୁଜ୍): ପିଟି ପିଟି ମାରିଦେଲା ସାବତ ମାଆ। ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା !। ନୟାଗଡ଼ ଦଶପଲ୍ଲା ଶିମିଳି ସାହିରେ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭ ଏବଂ ବିବାହ ପ୍ରସ୍ତାବ ଘଟଣାକୁ କେନ୍ଦ୍ର କରି ସାବତ ମାଆ ଓ ସାନ ପୁଅ ମିଶି ବଡ଼ ଭାଇ ବିଜୟ କୁମାର ପ୍ରଧାନଙ୍କୁ ପିଟିପଟି ମାରି…

ୟୁପି : ସାବତ ଝିଅକୁ ମାରିଦେଲା ମା’, ସ୍ୱାମୀଙ୍କ ଅଭିଯୋଗରେ ହେଲା ଗିରଫ

ବରେଲି : ଜଣେ ୭ ବର୍ଷର ଝିଅକୁ ତା’ର ସାବତ ମା’ ମାରିଦେଇଥିବା ନେଇ ଅଭିଯୋଗ ହୋଇଛି । ଝିଅକୁ ମାରିଦେବାର କାରଣ ମଧ୍ୟ ଥିଲା ବଡ ବିଚିତ୍ର । କାରଣ ସ୍ୱାମୀ ପତ୍ନୀଙ୍କୁ ସମୟ ଦେଉନଥିଲା । ଉତ୍ତର ପ୍ରଦେଶ ବାହେଡି ଅଂଚଳରେ ଘଟିଛି ଏହି ଘଟଣା । ପୋଲିସ ସୂଚନା ଅନୁଯାୟୀ, ଘନଶ୍ୟାମ ନାମକ ଜଣେ…

ମା’ ନା ପିଶାଚିନୀ! ସାବତ ମା’ ମାଡ଼ରେ ୭ ବର୍ଷର ପୁଅ ଗୁରୁତର

ମା’ଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଛୁଆକୁ ସୁରକ୍ଷିତ ରଖିବା ପାଇଁ ମା’ ସବୁ ପ୍ରକାରର କଷ୍ଟ ସହିବାକୁ ପ୍ରସ୍ତୁତ ଥାଏ। ଦୁନିଆର ସବୁ ଦୁଃଖକୁ ନିଜେ ସହି ଛୁଆକୁ ପ୍ରତିଟି ସୁଖ ଦେବାକୁ ଅହରହ ଚେଷ୍ଟା କରିଥାଏ ମା’। କିନ୍ତୁ ଏବେ ମା’ର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି କଟକରେ।…