ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା, ଷ୍ଟିଭ ସ୍ମିଥ ଆହତ
ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଛି । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କେମରୁନ ଗ୍ରୀନ ଆହତ ଯୋଗୁଁ ସିରିଜରୁ ବାଦ୍ ପଡିଥିଲେ । ଏହାପରେ ମିଚେଲ ମାର୍ଶ ଏବଂ ଜୋଶ ହେଜଲଉଡ ଆହତ ସମସ୍ୟା ଯୋଗୁଁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଥିବା ବେଳେ ଏବେ ଷ୍ଟିଭ ସ୍ମିଥ ଆହତ…