ଓଟିପି ସେୟାରିଂ ମାମଲା: STF ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ
ଭୁବନେଶ୍ବର (କେନ୍ୟୁଜ): ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଖର୍ଚ୍ଚ କରିଥିଲା ପାକିସ୍ତାନ। ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ଟଙ୍କା। ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଥିଲା ଏହି ଟଙ୍କା। ଓଟିପି ସେୟାରିଂ…