Browsing Tag

stf raid

ବେଆଇନ ବନ୍ଧୁକ କାରଖାନାରେ STFର ଚଢ଼ାଉ, ୪ ଗିରଫ

କଟକ : ବନ୍ଧୁକ କାରଖାନାରେ ରେଡ୍ । ବେଆଇନ ବନ୍ଧୁକ କାରଖାନାରେ STF ଚଢ଼ାଉ କରିଛି । କଟକ ବୟାଳିସି ମୌଜାରେ ଥିବା ଏକ ବନ୍ଧୁକ କାରଖାନାରେ ଚଢ଼ାଉ ହୋଇଛି । ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମବ୍ରାଞ୍ଚ STF ଟିମ୍ । ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଦୀର୍ଘ…

ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF, ଜଣେ ଗିରଫ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ STF କବଜାରେ ବାଘଛାଲ ଶିକାରୀ ।  କଲରାପତରିଆ ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF  ।  ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍ । ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର…

ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ, STF ଚଢ଼ାଉ ୧୦ ହାଇୱା ଜବତ

ଦେବଗଡ଼ (କେନ୍ୟୁଜ):  ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ । ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ରାତିଅଧିଆ ଚଢ଼ାଉ । ସିଂଶାଲରୁ ୭ ଓ ସିଙ୍ଗୁରିରୁ ୩ଟି ମୋଟ ୧୦ ହାଇୱା ଜବତ କରି ଅଟକ ରଖିଛି । ଏନେଇ ଏସଟିଏଫରେ ତଦନ୍ତ ଜାରି ରହିଛି। ବାଲି ଟ୍ରକ ଧକ୍କାରେ…

ଜଟଣୀ ବାଇପାସ ନିକଟରେ STFର ଛାପା: ୨ କେଜି ବ୍ରାଉନସୁଗର ଜବତ ସହ ବେପାରୀ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ନିଶା ବେପାରୀଙ୍କୁ କାବୁ କଲା ସ୍ପେଶାଲ ଟାସ୍କଫୋର୍ସ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଇପାସ ନିକଟରେ STF ର ଛାପା। ନୟାଗଡ଼ ଅନ୍ଧାରୁଆର ରାକେଶ ସାମନ୍ତରାୟ ଗିରଫ। ଅଭିଯୁକ୍ତ ଠାରୁ ୨ କେଜି ବ୍ରାଉନସୁଗର ଜବତ।  ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟି ମର୍ଡର କେସର…