ମେଡିକାଲରେ ଅପରାଧୀଙ୍କ ଉନ୍ମତ୍ତ କାଣ୍ଡ, ସିକ୍ୟୁରିଟି ଗାର୍ଡଙ୍କ ବାଡିକୁ ଛଡାଇ ନେଇ ପୋଲିସକୁ କଲା ଆକ୍ରମଣ
ଭଦ୍ରକ : ମେଡିକାଲରେ ଅପରାଧୀଙ୍କ ଉନ୍ମତ୍ତ କାଣ୍ଡ । ସିକ୍ୟୁରିଟି ଗାର୍ଡଙ୍କ ବାଡିକୁ ଛଡାଇ ନେଇ ଆକ୍ରମଣ କଲେ ଅପରାଧୀ । ପ୍ରାୟ ଏକ ଘଣ୍ଟା ଧରି ବନ୍ଦ ରହିଥିଲା ସ୍ବାସ୍ଥ୍ୟସେବା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁସାରେ ପୁରୁଣା ବଜାର ଥାନା…