ଦିଆସିଲି କାଠିରେ ଜଗା ଦର୍ଶନ, ୭୮୮୧ କାଠିରେ ସୁନ୍ଦର କଳାକୃତି
ପୁରୀ (କେନ୍ୟୁଜ) : ଇଚ୍ଛାଶକ୍ତି ଏବଂ କିଛି କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି କରିପାରେ ମଣିଷ। ତେଣିକି ବୟସ ଯେତେ ବି ହୋଇଥାଉ ନା କାହିଁକି। କରୋନା କଟକଣା ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର | କଳାଠାକୁରଙ୍କ ମୁଖକୁ ଟିକେ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିରାଟ…