ବାଲେଶ୍ୱର: ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼
ବାଲେଶ୍ବର(କେନ୍ୟୁଜ୍): ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ । ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମାଛଧରା ବନ୍ଦରରେ ଆଜି ଏହି ଶାଙ୍କୁଚ ଦେଖିବାକୁ ମିଳିଥିଲା । ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥିବା ବେଳେ ଶାଙ୍କୁଚଟି ଜାଲରେ ପଡ଼ିଥିଲା । ବୋଟ୍ରୁ ଓହ୍ଲାଇ କୂଳକୁ…