କରୋନା ଭାଇରସ୍ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍ରେ ହାହାକାର, ଖସିଲା ସେନସେକ୍ସ
ସେୟାର ବଜାରରେ ହଲଚଲ । ଖସିଲା ସେନସେକ୍ସ । କରୋନା ଭାଇରସ୍ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍ରେ ହାହାକାର । କରୋନାକୁ WHO ମହାମାରୀ ଘୋଷଣା କରିବା ପରେ ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ…