Browsing Tag

stock market tips

ଷ୍ଟକ୍‌ ମାର୍କେଟ ଟିପ୍ସ : ଆଗାମୀ ଦିନରେ ଛୋଟ ଓ ମଧ୍ୟମ କମ୍ପାନୀର ସେୟାରରେ ହୋଇ ପାରନ୍ତି ଲାଲେଲାଲ୍‌, ଏହି ସବୁ‌ରେ…

ନୂଆଦିଲ୍ଲୀ : ମାର୍କେଟ ସ୍ଥିତି ଏବେ ମାନ୍ଦା । କରୋନା କାରଣରୁ ବିଶ୍ୱ ଅର୍ଥନୀତି ପ୍ରଭାବିତ । ଏହି ସମୟରେ ଭାରତ-ଚୀନ୍‌ ସୀମା ବିବାଦ ଓ ଜିଡିପିରେ ୨୩ ପ୍ରତିଶତରୁ ଅଧିକ ହ୍ରାସ ନେଇ ଅର୍ଥ ବିଶେଷଜ୍ଞଙ୍କ ବିଚାର ବିମର୍ଷ ଚାଲିଛି । ତେବେ ଏହି ସମୟରେ ରିଲାଏନ୍ସ ରିଟେଲ୍‌ର ସେୟାର ବିକ୍ରି ନେଇ…