ଚୋରି ପିଲାଙ୍କୁ ଧରି ଭିକ୍ଷା ବୃତ୍ତି, ୫ ଗିରଫ, ୯ ବାଳକ ଉଦ୍ଧାର
ବ୍ରହ୍ମପୁର : ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ କିଛି ପିଲା l ଆଉ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ କଛି ଲୋକ l ଏମିତି ଚାଲିଥିଲା ଭିକ୍ଷା ବୃତ୍ତି l ରାତିରେ ସମସ୍ତେ ରହୁଥିଲେ 4 ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ …