ପ୍ରତି ଦୁଇ ଦିନରେ ଖରାପ ହୋଇଯାଉଛି କି ଆପଣଙ୍କ ପେଟ? ଜାଣନ୍ତୁ ଏହାର କାରଣ ଓ ଘରୋଇ ଉପାୟ
ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ପ୍ରତି ଦୁଇ ଦିନରେ ଥରେ ପେଟ ଖରାପ ହେବା ସମସ୍ୟାକୁ ସାମ୍ନା କରିଥାଆନ୍ତି। ଏହାର ଦୁଇଟି ପ୍ରମୁଖ କାରଣ ହେଉଛି ଭୁଲ୍ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା। ଆଜି ଆସନ୍ତୁ ଜାଣିବା ବାରମ୍ବାର ପେଟ ଖରାପ ହେବାର କ’ଣ କାରଣ ହୋଇପାରେ ଏବଂ ଏହାକୁ କିପରି ଦୂର କରାଯାଇ…