ଛୋଟ ପିଲାମାନଙ୍କ ପେଟ ଯନ୍ତ୍ରଣା ହେଉଛି କି ? କରନ୍ତୁ ଏହି ଘରୋଇ ଉପଚାର
ସମସ୍ତ ପିତାମାତା ନିଜ ପିଲା ବିଷୟରେ ଅଧିକା ଚିନ୍ତିତ ହୋଇଥାନ୍ତି। ଯେତେବେଳେ ପିଲାଟି ବହୁତ ଛୋଟ ଥାଏ , ତାଙ୍କ ପ୍ରତି ବିଶେଷ ଯତ୍ନ ନେବାକୁ ପଡେ। ଛୋଟ ଏବଂ ନବଜାତ ଶିଶୁମାନେ କଥାବାର୍ତ୍ତା କରି ସେମାନଙ୍କର ସମସ୍ୟା ପ୍ରକାଶ କରିବାକୁ ସକ୍ଷମ ନୁହଁନ୍ତି, କିନ୍ତୁ ସେମାନେ ନିଶ୍ଚିତ ଭାବରେ…