Browsing Tag

stone blasting

ବାଘ ନଦୀ ଗର୍ଭରେ ବେଆଇନ ପଥର ବ୍ଲାଷ୍ଟିଂ, କୋଟି କୋଟି ଟଙ୍କା ଲୁଟ୍ କରି ପଥର ବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ

କଣ୍ଟାମାଳ(କେନ୍ୟୁଜ):  ଦିନ ଦିପହରରେ ନଦୀ ଗର୍ଭରେ ବେଆଇନ ପଥର ବ୍ଲାଷ୍ଟିଂ । ଶହେ ମିଟର ଦୂରରେ ନଦୀ କୂଳରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଚଲାଉଛି ଏକ ଘରେଇ ଠିକା ସଂସ୍ଥା ଠିକାଦାର ।ଫଳରେ ରାଜସ୍ୱହାନୀ ହେଉଥିବା ବେଳେ ଅଧିକ କମ୍ପନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ସେପଟେ ଯନ୍ତ୍ରୀ ଓ…