Browsing Tag

stone falling

ଲଗାଣ ବର୍ଷାରେ ମନ୍ଦିର ଉପରେ ଖସିଲା ପଥର, ଶ୍ରଦ୍ଧାଳୁଙ୍କର କିଛି କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା

ଭଞ୍ଜନଗର: ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ପଥର। ଭାଙ୍ଗିଲା ଶନି ମନ୍ଦିର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ ସ୍ଥିତ ଐତିହାସିକ ଉପର-ବାଗଦେବୀ ମନ୍ଦିରକୁ ଲାଗିଥିବା ପାହାଡ଼ରୁ ଖସିଲା ବିରାଟକାୟ ପଥର । ଫଳରେ ବାଗଦେବୀଙ୍କ ମନ୍ଦିରକୁ ଲାଗି ରହିଥିବା ଶନି ଦେବଙ୍କ ମନ୍ଦିର ଭାଙ୍ଗିଯାଇଛି…

ରାୟଗଡା: ଲଗାଣ ବର୍ଷାରେ ପାହାଡରୁ ଖସିଲା ପଥର, ରାସ୍ତା ହେଲା ଅବରୋଧ

ରାୟଗଡ଼ା(କେନ୍ୟୁଜ୍):  ଗୁଣୁପୁର ବ୍ଳକ ଅନ୍ତର୍ଗତ ପୁଟାସିଂ ଗ୍ରାମ ପଞ୍ଚାୟତ ରେଜିଂତାଲ ରାସ୍ତା ଅବରୋଧ । ଗତ ୨ଦିନ ଧରି ଲଗାଣ ବର୍ଷାରେ ପାହାଡରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ଜିଳ୍ଲା ପରିଷଦ ସଭ୍ୟ ଅଶ୍ୱିନ ଗମାଙ୍ଗ, ବିଡିଓ ଶାନ୍ତପ୍ରଭା…