Browsing Tag

stopping tears

କାନ୍ଦ ଲାଗିଲେ କାନ୍ଦନ୍ତୁ, କେବେ ବି ରୋକନ୍ତୁ ନାହିଁ; ନଚେତ୍‌ ହୋଇପାରେ ଏସବୁ ଗମ୍ଭୀର ରୋଗ

ଦୁଃଖ ଲାଗିଲେ କିମ୍ବା ମନକୁ କଷ୍ଟ ହେଲେ ଆମେ କାନ୍ଦିଥାଉ। ଫଳରେ ଆଖିରୁ ଲୁହ ବୋହି ଥାଏ। ତେବେ ବେଳେ ବେଳେ ଆଖି ଉପରେ ଚାପ ପଡ଼ିଲେ ମଧ୍ୟ ଏଥିରୁ ଲୁହ ବାହାରିଥାଏ। ଆଖିରେ କିଛି ସମସ୍ୟା ଥିଲେ ବି ଲୁହ ବାହାରେ। ଲୁହ ଆଖିକୁ ଶୁଷ୍କ ହେବାକୁ ଦେଇନଥାଏ। ଆଖିର କମନୀୟତା ବଜାୟ ରଖିବାରେ ଲୁହ…