Browsing Tag

storage space

Jio ୟୁଜର୍ସମାନଙ୍କ ପାଇଁ ଗୁଡ୍‌ ନ୍ୟୁଜ, ଫ୍ରିରେ ମିଳିବ ୧୦୦GB କ୍ଲାଉଡ୍‌ ଷ୍ଟୋରେଜ୍‌

ରିଲାଏନ୍ସ Jio ୟୁଜର୍ସଙ୍କ ପାଇଁ ଏକ ଗୁଡ୍‌ ନ୍ୟୁଜ । ଏବେ ଏକ ରିପୋର୍ଟ ଅନୁଯାୟୀ, Jio ନିଜର ୟୁଜର୍ସଙ୍କୁ ୧୦୦GB ପର୍ଯ୍ୟନ୍ତ AI କ୍ଲାଉଡ୍‌ ଷ୍ଟୋରେଜ୍‌ ପ୍ରଦାନ କରୁଛି । ଏହି ଅଫର ବର୍ତ୍ତମାନ କିଛି ସିଲେକ୍ଟ ୟୁଜର୍ସଙ୍କ ପାଇଁ ରୋଲଆଉଟ୍‌ ହେଇଛି । ଚଳିତ ବର୍ଷ ଅଗଷ୍ଟରେ ଆୟୋଜିତ…

ଜୀବନ ସାରା ର ସମସ୍ତ ଫଟୋକୁ ସାଇତି ରଖିବା ହେଲା ସହଜ, ଆସିଗଲା ଦୁନିଆର ୬TB ହାର୍ଡ ଡ୍ରାଇଭ୍

ୱେଷ୍ଟର୍ଣ୍ଣ ଡିଜିଟାଲ୍ ଭାରତରେ ଏହାର WD, WD ବ୍ଲାକ୍ ଏବଂ ସାନଡିସ୍କ ପ୍ରଫେସନାଲ୍ ପ୍ରଡକ୍ଟ ଲାଇନଗୁଡିକରେ ନୂଆ ୬TB ପୋର୍ଟେବଲ୍ ହାର୍ଡ ଡିସ୍କ ଡ୍ରାଇଭ୍ (HDD) ଆଣିଛି, ଯାହାକି ୨.୫-ଇଞ୍ଚ ଫର୍ମ ଫ୍ୟାକ୍ଟରରେ ବିଶ୍ୱର ସବୁଠାରୁ ଅଧିକ ଷ୍ଟୋରେଜ୍‌ କ୍ୟାପାସିଟି ଦେଉଛି । WD ମାଏ ପାସପୋର୍ଟ…

ବିନା ରିସେଟରେ ଖାଲି କରନ୍ତୁୁ ସ୍ମାର୍ଟଫୋନ୍‌ ଷ୍ଟୋରେଜ୍‌, ଗୋଟିଏ ମିନିଟରେ ହୋଇଯିବ କାମ

ସ୍ମାର୍ଟଫୋନରେ ହାଇ-କ୍ୱାଲିଟୀ ଫଟୋଜ୍‌ ଏବଂ ଭିଡିଓଜ ଲଗାତର ପାଇଲ-ଅପ୍‌ ହେବା କାରଣରୁ ଏହା ହ୍ୟାଙ୍ଗ ହେବାକୁୁ ଲାଗିଥାଏ ଏବଂ ଏହାର ସ୍ପିଡ ସ୍ଲୋ ହୋଇଯାଇଥାଏ। ଏମିତିରେ ଆପଣଙ୍କୁ କାମ କରିବାରେ ବହୁତ ମୁସକିଲ ହୋଇଥାଏ। କେବଳ ଏତିକି ନୁହେଁ ବେଳେବେଳେ ତ ମଲ୍ଟି-ଟାସ୍କିଙ୍ଗ୍‌ ସମୟରେ ମଧ୍ୟ…

ସ୍ମାର୍ଟଫୋନର ଷ୍ଟୋରେଜ୍ ଫୁଲ୍ ହୋଇଯାଇଥିଲେ ଏହି ଟିପସ ଫଲୋ କରି ବଢ଼ାନ୍ତୁ ସ୍ପେସ୍

ପ୍ରାୟତଃ ଲୋକମାନଙ୍କୁ ସ୍ମାର୍ଟଫୋନରେ ଷ୍ଟୋରେଜ ସମସ୍ୟା ହୋଇଥାଏ। ବେଳେବେଳେ ଫଟୋ ଉଠେଇବା ବେଳେ ମେମୋରୀ ଫୁଲ ଅଛି ବୋଲି ବି ନୋଟିଫିକେସନ ଆସେ। ମେମୋରୀ ନଥିବାରୁ କିଛି ଡାଉନଲୋଡ ବି ହୁଏନାହିଁ। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏସବୁ ଟିପସ ଫଲୋ କରନ୍ତୁ...…