ଦୁଇ ହଜାର କୋଟି ଟଙ୍କାର ‘ଗୁଲାବ’ କ୍ଷୟକ୍ଷତି: ଆନ୍ଧ୍ର ଓ ଓଡିଶାର ୭୦% ଚାଷ ଜମି ନଷ୍ଟ
ଭୁବନେଶ୍ବର(କେନ୍ଯୁଜ୍): ଗତ ରବିବାର ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶରେ ହିଟ କରିଛି ବାତ୍ୟା ଗୁଲାବ । ଉଭୟ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ପ୍ରାୟ ଦୁଇ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । ବାତ୍ୟା ଯୋଗୁଁ ୭୦ ପ୍ରତିଶତ ଚାଷ ଜମି କ୍ଷୟକ୍ଷତି ହୋଇଛି ।…