ରୋଜାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭରେ ଦିଓ୍ଵାନା ହେଉଛନ୍ତି ଲୋକେ
କଟକ (କେନ୍ୟୁଜ) : ରୋଜା, ଏବେ ସବୁଠି ଚର୍ଚ୍ଚାରେ ରୋଜା। ନିଜ ଟ୍ୟାଲେଣ୍ଟ ଯୋଗୁଁ ଆଜି ସମସ୍ତଙ୍କ ମୁହଁରେ ରହିଛି ରୋଜାଙ୍କ ନାମ। ଜାତୀୟ ମଞ୍ଚରେ ଓଡିଶାର ନାମ ରଖୁଛନ୍ତି ରୋଜା। ତାଙ୍କ ଡ୍ୟାନ୍ସ ଦେଖିଲେ ଆପଣଙ୍କ ଆଖି ବି ଏକଦମ୍ ଖୋଲା ହିଁ ଖୋଲା ରହଯିବ। ଏବେ ଜାତୀୟ ସ୍ତରରେ ଚର୍ଚ୍ଚିତ ନାମ…