ଖାକି କାହାଣୀ : ଜାଣନ୍ତି କି ଅବସର ପରେ କୁଆଡେ ଯାଏ ସିପାହୀଙ୍କ ଠାରୁ ଡିଜିଙ୍କ ପୋଷାକ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳର ସିପାହୀଙ୍କ ଠାରୁ ଆରମ୍ଭ କରି ଡିଜି ପଦବୀ ଯ ।ଏ ଅବସର ପର୍ଯ୍ୟନ୍ତ ଖାକି ପୋଷାକରେ ରୁହନ୍ତି । ନିୟମ ଅନୁସାରେ ଡିଜି ପଦବୀ ହୋଇଥିଲେ ତାଙ୍କୁ ମୁଖ୍ୟାଳୟର ଗେଟ୍ ଯାଏ ଜିପ୍ସରେ ବସାଇ ଏହାକୁ ରଶିରେ ଟାଣି କରି ନେଇଥାନ୍ତି । ତେବେ ଯଦି ସିପାହୀ…