Browsing Tag

story of bijay mohanty

ବିଜୟ ମହାନ୍ତି : ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ଅଭିନେତା, ଯାହାଙ୍କୁ ସମସ୍ତେ ଭଲ ପାଆନ୍ତି

ବିଜୟ ମହାନ୍ତି, ନାମଟି ହିଁ ଯଥେଷ୍ଟ। ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିଲେ। ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରି ତୋଳିବା ଥିଲା ବିଜୟଙ୍କ ସ୍ୱକୀୟତା। ଏଥିଲାଗି…