ଏମିତି ଜଣେ ମଣିଷ ଯିଏ ଖରାଦିନେ ନିଆଁ ପୁଅଁନ୍ତି ଓ ଶୀତଦିନେ ଖାଆନ୍ତି ବରଫ
ଦୁନିଆରେ ଏପରି କିଛି ଅଜୀବ ମଣିଷ ଅଛନ୍ତି ଯେଉଁମାନଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଖରାଦିନେ ଅତ୍ୟଧିକ ଥଣ୍ଡା ଓ ଶୀତଦିନେ ଅତ୍ୟଧିକ ଗରମ ଲାଗିଥାଏ । ଏବେ ଆପଣ ବି ଭାବୁଥିବେ ଏହା କିପରି ସମ୍ଭବ…