Browsing Tag

stray dogs

ବୁଲା କୁକୁର ଆକ୍ରମଣରେ ଓ୍ଵାଘ ବକରୀ ଚା’ ସିଇଓଙ୍କ ପରଲୋକ, ବ୍ରେନ ହାମରେଜ ଯୋଗୁଁ ମୃତ୍ୟୁ ସୂଚନା

ଦେଶର ପ୍ରମୁଖ ଚା କମ୍ପାନୀ ଓ୍ଵାଗ ବକରୀର ସିଇଓ ପରାଗ ଦେଶାଇଙ୍କ ପରଲୋକ ହୋଇଛି । ବୁଲା କୁକୁର କାମୁଡାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଏନେଇ କମ୍ପାନୀ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛି । ଖବର ମୁତାବକ, ଅକ୍ଟୋବର ୧୫…

ବୁଲା କୁକୁରଙ୍କ ଉପରେ ଲାଗିବ ରୋକ୍‌, ନୂଆ ଆଇନ ଆଣୁଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ଖୁବଶୀଘ୍ର ବୁଲା କୁକୁରଙ୍କ ସମସ୍ୟାକୁ ନେଇ ନୂଆ ଆଇନ ଆଣିବାକୁ ଯାଉଛନ୍ତି । କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ପୁରଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ବୁଲା କୁକୁରକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ବିଧେୟକ ପ୍ରସ୍ତୁତ ରହିଛି ।…

ପୁଣି ବୁଲା କୁକୁରଙ୍କ ଦୌରାତ୍ମ୍ୟ, ହସପିଟାଲରୁ ମା’ ପାଖରୁ ପିଲାକୁ ଟେକି ନେଇ ମାରିଦେଲା

ମା’ ପାଖରେ ଶୋଇଥିବା ପିଲା ଟେକି ନେଇ ମାରିଦେଲା ବୁଲା କୁକୁର। ଏଭଳି ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଏକ ସରକାରୀ ହସପିଟାଲରେ ଘଟିଛି । ହସପିଟାଲରେ ମା’ ପାଖରେ ଶୋଇଥିବା ମାସକର ଶିଶୁକୁ ବୁଲା କୁକୁର ଟେକି ନେଇ ଝୁଣି ମାରିଦେଇଛି। ପିଲାର ମୃତଦେହ ହସପିଟାଲ ଓ୍ଵାର୍ଡ ବାହାରେ…

ବୁଲା ଗାଈ, କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କାର ସହାୟତା

ଭୁବନେଶ୍ୱର(କେ ନ୍ୟୁଜ): କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ସ୍ଥିତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ବୁଲା କୁକୁର ପିଠିରେ ନିର୍ବାଚନ ପ୍ରଚାର ପାଇଁ ଲଗାଇଲେ ପୋଷ୍ଟର, ଫଟୋ ଭାଇରଲ ହେବା ପରେ ନେତା ଦେଲେ ଏମିତି ଜବାବ

ନିର୍ବାଚନ ପ୍ରଚାର କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। ଏବେ କିନ୍ତୁ କରୋନା କାଳରେ ନିର୍ବାଚନ ପ୍ରଚାର କରିବା ମହଙ୍ଗା ପଡୁଛି। ଏମିତି ଏକ ପ୍ରଚାର ବିଷୟରେ ଜାଣିଲେ ଆପଣ କେବେ ବି ଏହା ବିଷୟରେ ଚିନ୍ତା କରିନଥିବେ। ନିର୍ବାଚନ ପ୍ରଚାର କରିବା ପାଇଁ ବୁଲା କୁକୁରଙ୍କୁ ବ୍ଯବହାର…

ମେଡିସିନ୍‌ ଆଣିବାକୁ ଯାଇଥିବା ବୃଦ୍ଧାଙ୍କୁ ଖିନ୍‌ଭିନ୍‌ କରି ଖାଇଗଲେ ବୁଲା କୁକୁର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ହରିୟାଣା: ବୁଲା କୁକୁରଙ୍କ ଆକ୍ରମଣରେ ବୃଦ୍ଧା ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ଏଠାରେ ବୁଲା କୁକୁରମାନେ ଜଣେ ବୃଦ୍ଧାଙ୍କୁ କାମୁଡ଼ି କାମୁଡ଼ି କ୍ଷତବିକ୍ଷତ କରିବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ବୟସ ପ୍ରାୟ ୭୦…

ରାତ୍ରୀକାଳୀନ କର୍ଫ୍ୟୁରେ ବଢୁଛି ବୁଲା କୁକୁରଙ୍କ ଉତ୍ପାତ, ଫେଲ ମାରିଛି କି ବିଏମସିର ବନ୍ଧ୍ୟାକରଣ ଯୋଜନା ?

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ରାତି ବଢିଲେ ବଢୁଛି ବୁଲା କୁକୁରଙ୍କ ଉତ୍ପାତ। ଗଳି ଗଳିରେ ଦଳ ଦଳ କୁକୁରଙ୍କ ହିଂସ୍ରପଣ ଏବେ କୋକୁଆ ଭୟ ସୃଷ୍ଟି କରୁଛି ରାଜଧାନୀବାସୀଙ୍କ ମଧ୍ୟରେ। ବିଳମ୍ବିତ ରାତିରେ ଘରକୁ ଫେରୁଥିବା ପୋଲିସ କର୍ମଚାରୀ, ହସ୍ପିଟାଲ କର୍ମଚାରୀ କିମ୍ବା ଗଣମାଧ୍ୟମ ପ୍ରତିନିଧି…

ତୀର୍ଥଯାତ୍ରୀଙ୍କ ସହିତ ସାବରିମାଲା ଯାତ୍ରା କରୁଛି ବୁଲା କୁକୁର, ଦେଖନ୍ତୁ ଭିଡିଓ

ଚିକ୍କାମଗଲୁରୁ: ୧୩ଜଣ ଅୟପ୍ପା ଭକ୍ତ ଯେଉଁମାନେ କି, ଖାଲି ପାଦରେ ଚାଲି ଚାଲି ସବରିମାଲା ଯାତ୍ରା କରୁଛନ୍ତି ସେମାନଙ୍କ ପଛେ ପଛେ ଗୋଟେ ବୁଲା କୁକୁର ଆସୁଥିବାର ନଜର ଆସିଛି । ଏବେ ଯାଏ ଏହି ଭକ୍ତମାନେ ପାଖାପାଖି ଦୀର୍ଘ ୪୮୦ କିମି ଚାଲିସାରିଲେଣି । ଏହି ଭକ୍ତମାନେ ଆନ୍ଧ୍ରପ୍ରଦେଶର ତିରୁପତି…

ଏକାଥରେ ୫୦ କୁକୁର ମଲେ କେମିତି, ଚାଲିଛି ତଦନ୍ତ

ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ବଡ଼ ତଦନ୍ତ ଆରମ୍ଭ ହୋଇଛି । ତେଲ୍ଲଦେବାପଲ୍ଲୀ ଗାଁର ଏକାସାଙ୍ଗରେ ପ୍ରାୟ ୫୦ଟି କୁକୁର ମରି ଶୋଇଗଲେ । ପଛରେ ଜଣାପଡ଼ିଲା ସେଠାକାର ସରପଞ୍ଚ ପପ୍ପା ନାୟକଙ୍କ ନିର୍ଦ୍ଦେଶରେ ଏହି କୁକୁରଙ୍କୁ ବିଷ ପିଆଇ ହତ୍ୟା କରାଯାଇଛି ।…

ମଣିଷ ସାଙ୍ଗରେ ୧୦୦ ମିଟର ଦୌଡରେ ଭାଗନେଲା କୁକୁର, ଜାଣନ୍ତୁ ଜିତିଲା କିଏ ?

ବେଜିଙ୍ଗ : ଚୀନର ଏକ ୧୦୦ ମିଟର ଦୌଡ  ପ୍ରତିଯୋଗିତାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ର ମାନଙ୍କ ରେସ୍‌ ଭିତରକୁ ଅଚାନକ ଏକ ବୁଲା କୁକୁର ପଶି ଆସିଥିଲା । ଆଉ ପ୍ରତିଯୋଗୀଙ୍କ ସାଙ୍ଗରେ ଦୌଡିବାକୁ ଲାଗିଲା । କେବଳ ସେତିକି ନୁହେଁ ତୃତୀୟ ସ୍ଥାନ ପାଇଲା । ଯାହାର ଭିଡିଓ ଏବେ ସୋସିଆଲ…

ବାରବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ଏହି ମହିଳା, ଏବେ ଦେବାକୁ ପଡିବ ୩.୫ଲକ୍ଷ ଜରିମାନା

କଥାରେ ରହିଛି ଭୋକିଲା ପଶୁଙ୍କୁ ଖାଇବା ଦେବା ପୂଣ୍ୟର କାମ। ଅନେକ ବ୍ୟକ୍ତିଙ୍କର ଏହି କାମ କରିବାର ସଉକ ମଧ୍ୟ ରହିଥାଏ। କିନ୍ତୁ ଏପରି ଏକ ଅଭ୍ୟାସ ମୁମ୍ବାଇରେ ଜଣେ ମହିଳାଙ୍କୁ ଭାରି ପଡିଛି। ବାରବୁଲା କୁକୁରଙ୍କୁ ଖାଦ୍ୟ ଖୁଆଇବାକୁ ନେଇ ଜଣେ ମହିଳାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ…