ବିଜେଡିର ସାଲେପୁର ବନ୍ଦ ପାଳନ,NAC ଘୋଷଣାରୁ ବାଦ ଦେବା ପ୍ରତିବାଦ
ସାଲେପୁର : ସାଲେପୁରକୁ NAC ଘୋଷଣାରୁ ବାଦ ଦେବା ପ୍ରତିବାଦ । ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା । ଆଜି ସକାଳ ୬ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ଦଳ । ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ସାଲେପୁର ବନ୍ଦ ଡାକରା ଦିଆଯାଇଛି ।
ସାଲେପୁର ବିଧାୟକ ପ୍ରଶାନ୍ତ…